ପୁରୀ: ପୁରୀ ଶ୍ରୀମନ୍ଦିରରେ କରାଯାଇଛି ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଖଙ୍କାର ପଡ଼ିଥିବାରୁ ଶ୍ରୀମନ୍ଦିରରେ ହୋଇଛି ବଡ଼ ମହାସ୍ନାନ ନୀତି । ଜଗମୋହନ ନିକଟ ବେହେରଣ ଦ୍ବାର ନିକଟରେ ପଡ଼ିଥିଲା ଖଙ୍କାର। ମଙ୍ଗଳ ଆଳତି ପରେ ତଡ଼ପଲାଗି ସମୟରେ ଦେଖିଲେ ସେବାୟତ।
powered by social2s