ଶୀତ ପାଇଁ ଭଦ୍ରକରେ ସରକାରୀ ସ୍କୁଲ୍‌ ସମୟ ପରିବର୍ତ୍ତନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ହାଡ଼ଭଙ୍ଗା ଶୀତ ଓ କୁହୁଡ଼ି ପାଇଁ ଭଦ୍ରକରେ ସରକାରୀ ସ୍କୁଲ୍‌ ସମୟରେ ପରିବର୍ତ୍ତନ କଲେ ଜିଲ୍ଲା ପ୍ରଶାସନ। ଶନିବାର ସକାଳୁଆ ପରିବର୍ତ୍ତେ ୧୦ଟାରୁ ୪ଟା ସ୍କୁଲ୍‌ ସମୟ ରହିବ। ଫେବ୍ରୁଆରୀ ମାସ ଦ୍ବିତୀୟ ସପ୍ତାହ ଯାଏ ନିଷ୍ପତ୍ତି କାଏମ ରହିବ। ପ୍ରଥମ ଶ୍ରେଣୀରୁ ଦଶମ ଯାଏ ସ୍କୁଲ୍‌ ସମୟରେ ହୋଇଛି ପରିବର୍ତ୍ତନ। ଘରୋଇ ସ୍କୁଲଗୁଡ଼ିକରେ ନିୟମ ଲାଗୁ ନେଇ ସ୍ପଷ୍ଟ ହୋଇନି।

powered by social2s