ଭୁବନେଶ୍ବର: ଆଜି ରାତିରୁ ଓଡ଼ିଶାରେ ତାପମାତ୍ରାରେ ସାମାନ୍ୟ ଵୃଦ୍ଧି ସମ୍ଭାବନା ରହିଛି। ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ ରହିଛି। ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଵୃଦ୍ଧି ଯୋଗୁଁ ବଢ଼ିବ ତାପମାତ୍ରା। ଫଳରେ ଆଜି ରାତିରୁ ଶୀତ ସାମାନ୍ୟ କମିବା ସମ୍ଭାବନା ରହିଛି।
powered by social2s

