ଜଟଣୀ: ଭୁବନେଶ୍ବର ଆଇ ଆଇ ଟି କ୍ୟାମ୍ପସରେ ଦୁର୍ଘଟଣା ଘଟି ଜଣେ ଛାତ୍ର ପ୍ରାଣ ହରାଇଛନ୍ତି। ସ୍କୁଟିରେ ଆସୁଥିବା ବେଳେ ଡିଭାଇଡରରେ ପିଟି ହେଲେ ଛାତ୍ର। ମୃତକ କୋଲକାତାର ପିଏଚ୍ଡି ଛାତ୍ର ଶଙ୍ଖଶୁଭ୍ର ଚକ୍ରବର୍ତ୍ତୀ। ଆଉ ଜଣେ ଗୁରୁତର ଛାତ୍ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା।
powered by social2s

