ଭୁବନେଶ୍ବର: ବାଲି ଘାଟରୁ ବାହାରିବା ପୂର୍ବରୁ ଘୋଡ଼ାଇବା ବାଧ୍ୟତାମୂଳକ କଲେ ଓଡ଼ିଶା ସରକାର। ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ବାଲି ଖାଦାନର ଲିଜ୍। ପ୍ରତି ଲୋଡିଂ ପଏଣ୍ଟରେ ସିସିଟିଭି ରେ ହେବ କଡ଼ା ଚେକିଂ।
powered by social2s

