ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ଵର: ଚୁଲିରେ ପଡ଼ି ୨ ମାସର ଶିଶୁ ଗୁରୁତର ଆହତ ହୋଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଚୁଲି ଫୁଙ୍ଖିବା ବେଳେ ମା' କୋଳରୁ ପଡ଼ିଗଲା ଶିଶୁ। ଗୁରୁତର ଅବସ୍ଥାରେ ଶିଶୁଟିକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁଟିର ଅର୍ଦ୍ଧାଧିକ ଶରୀର ନିଆଁରେ ପୋଡ଼ିଯାଇଛି ।

powered by social2s