୪୦ ପ୍ରତିଶତ କରୋନା ବାୟୁ ଦ୍ୱାରା ବ୍ୟାପୁଛି: ଓଡ଼ିଶା ସ୍ୱାସ୍ଥ୍ୟ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ୪୦ ପ୍ରତିଶତ କରୋନା ବାୟୁ ଦ୍ୱାରା ବ୍ୟାପିଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ। ବନ୍ଦ କୋଠରୀ ରେ ସଂକ୍ରମଣ ଅଧିକ ହେଉଛି। ଇଣ୍ଡୋର ମିଟିଙ୍ଗ କମ କରିବାକୁ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି। ଘରେ ଓ ଅଫିସରେ AC କମ ବ୍ୟବହାର କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

powered by social2s