ସୁନ୍ଦରଗଡ଼ରେ ଶିକ୍ଷାନୁଷ୍ଠାନ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଗୋଷ୍ଠୀ ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ଏନେଇ ନିର୍ଦ୍ଦେଶନାମା ଜାରି କରିଛି। ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ୍ ସେବା ୨୪ ଘଣ୍ଟା ବନ୍ଦ ରହିଛି । ଗତକାଲି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରହିଥିବା ସୂଚନା। ହ୍ବାଟସ ଆପ୍, ଫେସବୁକ୍, ଏକ୍ସ ଭଳି ମେସେଜିଂ ପ୍ଲାଟ୍‌ଫର୍ମ ବନ୍ଦ ରହିଛି। ଗତକାଲି ଅପରାହ୍ଣ ୩ଟାରୁ ସହରରେ ବି ଏନ୍ ଏସ୍ ୧୬୩ ଜାରି କରାଯାଇଛି।

powered by social2s