ଓଡ଼ିଶାରେ ଖସିଲା ତାପମାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ଖସିଲା ତାପମାତ୍ରା ଓ ବଢ଼ିଲା ଶୀତ। ସକାଳ ସାଢ଼େ ୫ଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାରେ ୬.୮ ରେକର୍ଡ କରାଯାଇଛି। କେନ୍ଦୁଝରରେ ୯.୪ ଡିଗ୍ରୀ, ଚାନ୍ଦବାଲିରେ ୧୨.୨, ଭୁବନେଶ୍ବରରେ ୧୨.୪ ଡିଗ୍ରୀ ଓ ପାରାଦୀପରେ ୧୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

powered by social2s