ବୋମା ଖାଇଥିବା ହାତୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୁଳ: ଅନୁଗୁଳରେ ବୋମା ଖାଇ ଗୁରୁତର ଥିବା ହାତୀର ମୃତ୍ୟୁ ହୋଇଛି। କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଚିକିତ୍ସା ପାଇଁ ନେବା ବେଳେ ପ୍ରାଣ ହରାଇଥିବା ସୂଚନା। କାଲି ବନ୍ତଳା ରେଞ୍ଜ ବାଳୁଅକଟା ଗାଁରୁ ଅସୁସ୍ଥ ହାତୀ ଉଦ୍ଧାର ହୋଇଥିଲା।

powered by social2s