ବ୍ରହ୍ମପୁର: ଗଜପତି ସୀମାନ୍ତରେ ଯାତ୍ରୀବାହୀ ଅଟୋ ଓଲଟି ୨୨ ଗୁରୁତର ଆହତ ହୋଇଛନ୍ତି। ମୋହନାରୁ ବଡଗଡ଼ ଆସୁଥିବା ବେଳେ ଓଲଟିଲା ଅଟୋ। ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଆହତଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଟୋରେ ଥିଲେ ୮ପୁରୁଷ , ୫ମହିଳା, ୯ଛୋଟ ପିଲା, ୨ଶିଶୁ।
powered by social2s

