ଲିଙ୍ଗରାଜ ମନ୍ଦିର ଭିତରେ ଅଖିଳେଶଙ୍କ ଫଟୋ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଫଟୋ ଉଠାଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ମନ୍ଦିର ବେଢାରେ ଅଖିଳେଶଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ବେଢ଼ା ଭିତରେ ସୋମନାଥ ମନ୍ଦିର ସମ୍ମୁଖରେ ଫଟୋ ଉଠାଇଛନ୍ତି ଅଖିଳେଶ ଯାଦବ। ମନ୍ଦିରକୁ ମୋବାଇଲ ଓ କ୍ୟାମେରା ବାରଣ ସତ୍ତ୍ୱେ କେମିତି ଉଠିଲା ଫଟୋ, ଚାଲିଛି ଚର୍ଚ୍ଚା ଚାଲିଛି। ପୂର୍ବରୁ ଶିଳ୍ପା ସେଟ୍ଟୀ ମନ୍ଦିର ଭିତରେ ଫଟୋ ଉଠାଇବାକୁ ନେଇ ହୋଇଥିଲା ବିବାଦ।

powered by social2s