ସମ୍ବଲପୁର: ସମ୍ୱଲପୁର ବିଶ୍ଵବିଦ୍ୟାଳୟ ବ୍ରହ୍ମପୁତ୍ର ହଷ୍ଟେଲ୍ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ବୁର୍ଲା ପୋଲିସ୍। -ମୃତକ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ। ହଷ୍ଟେଲ୍ର ୫୨ ନଂ ରୁମ୍ରେ ସେ ଏକୁଟିଆ ରହୁଥିଲେ ।
powered by social2s

