ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ପ୍ରାୟ ୧୫ଟି ଯାତ୍ରାପାର୍ଟିଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ପ୍ରତି ଯାତ୍ରା କମିଟିକୁ ୨୫୦୦ ସିଟ୍ ପାଇଁ ମିଳିଛି ଅନୁମତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ଯାତ୍ରା।
powered by social2s