ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଥିଲେ ଜରିମାନା ଛାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଥିଲେ ଜରିମାନା ଛାଡ଼ କଲେ ଓଡ଼ିଶା ସରକାର। ପୂର୍ବରୁ ଯେତେଥର ଚାଲାଣ କଟିଥିବ ସବୁ କିଛି କ୍ଷମା କରାଯିବ। ଜାନୁଆରୀ ୧୪ ତାରିଖରୁ ଲାଗୁ ହୋଇଛି ନିୟମ। ୧୦ ଦିନରେ ଛାଡ଼ ହେଲାଣି ୧୦ କୋଟି ଟଙ୍କାର ଚାଲାଣ। ତେବେ ଏପ୍ରିଲ ୨ ତାରିଖରୁ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ ।

powered by social2s