ଫେବୃଆରୀ ୪ରୁ ୬ତାରିଖ ବନ୍ଦ ରହିବ ଶିମିଳିପାଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଫେବୃଆରୀ ୪ରୁ ୬ତାରିଖ ବନ୍ଦ ରହିବ ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ। ରାଷ୍ଟ୍ରପତି ଶିମିଳିପାଳ ଆସିବାକୁ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଉଦ୍ୟାନ। କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ୪ ତାରିଖରୁ ୬ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡଗୁଡ଼ିଆ ସଫାରୀ ୫ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।

powered by social2s