ବରଗଡ଼: ବରଗଡ଼ ଧନୁଯାତ୍ରାର ନନ୍ଦରାଜାଙ୍କ ପରଲୋକ ଘଟିଛି। କଳାକାର ସତ୍ୟନାରାୟଣ ପୋଢ଼ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ୭୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି। ୨୦ ବର୍ଷ ହେଲା ନନ୍ଦରାଜା ଭୂମିକାରେ ଅଭିନୟ କରୁଥିଲେ।
powered by social2s