ଭୁବନେଶ୍ବର: ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ କେ.ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରୁଛନ୍ତି। ୫ ଜିଲ୍ଲାରେ ୬ ଦିନ ବିତାଇବେ ରାଷ୍ଟ୍ରପତି। ପାଞ୍ଚ ଜିଲ୍ଲା- ପୁରୀ, ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର ଓ ମୟୁରଭଞ୍ଜ- ରେ କାର୍ଯ୍ୟକ୍ରମ।
powered by social2s

