ଭଦ୍ରକରେ ୮୪୦ ବୋତଲ କଫ୍ ସିରପ୍ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରୁ ୮୪୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି। ଡ୍ରଗ୍ସ ସ୍କ୍ବାଡ୍‌ ଓ ପୋଲିସ୍‌ର ମିଳିତ ଚଢାଉ ପରେ କଫ୍ ସିରପ୍ ଜବତ ହେବା ସହ ଜଣେ ଗିରଫ ହୋଇଥିବା ସୂଚନା। ୭ଟି ପେଟିରେ ଥିବା ୮୪୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି।

powered by social2s