ବଙ୍ଗଲ ଫେରନ୍ତାଙ୍କ ପାଇଁ କୋହଳ ହେଲା କ୍ୱାରେଂଟାଇନ ନିୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପାଇଁ କ୍ବାରେଂଟାଇନ ନିୟମ କୋହଳ କଲେ ଓଡିଶା ସରକାର। ୧୪ ଦିନ ବଦଳ ରେ ଏବେ ୭ ଦିନ ରହିବେ ଫେରନ୍ତା। ଦୁଇଟୋ ଡୋଜ କୋଭିଡ ଟୀକା ନେଇଥିଲେ ମିଳିବ ଏହି ସୁବିଧା। ଘରେ ସୁବିଧା ନଥିଲେ ସରକାରଙ୍କ କ୍ୱାରେଂଟାଇନ ସେଣ୍ଟରରେ ରହିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

powered by social2s