ଆଜି ଶ୍ରୀ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା; ସାଢେ ଗୋଟେରେ ରଥଟଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସପ୍ତାହନ୍ତ ସଟଡାଉନ୍ କଟକଣା ଭିତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା। 

୨୨ ଜଣ ସେବାୟତ ଓ ପୁଲିସ କର୍ମଚାରୀ ଙ୍କ ଦ୍ଵାରା ଦିନ ସେଢେ ଗୋଟାଏ ବେଳେ ଟଣାଯିବ ରୁକୁଣା ରଥ। 

ଆଜି ଭୋର ୬ ଟା ସୁଦ୍ଧା ମଙ୍ଗଳ ଆଳତି, ରୋଷ ହୋମ ଓ ଅନ୍ୟାନ୍ୟ ନୀତିକାନ୍ତି ସଂପର୍ଣ୍ଣ ହୋଇଛି। 

ରାମେଶ୍ବର ମନ୍ଦିରରୁ ବାହାରି ଲିଙ୍ଗରାଜ ମନ୍ଦିର ଯାତ୍ରା କରିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ।

 

 

 

powered by social2s