ଭଦ୍ରକରେ ମେଡିସିନ ଷ୍ଟୋରରୁ ଗୁଟୁଖା ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଭଦ୍ରକ ମେଡିକାଲ ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଗୁଟୁଖା ଜବତ ହୋଇଥିବାର ସୂଚନା ମିଳିଛି। ଗୁଟୁଖା ବିକିଥିବା ଅଭିଯୋଗରେ ଦୋକାନ ମାଲିକ ସହ ତିନି ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ସେମାନଙ୍କ ଠାରୁ ୨୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ପୋଲିସ ଓ ପ୍ରଶାସନର ମିଳିତ ଚଢ଼ଉ ପରେ ଏହି ପଦକ୍ଷେପ ନିଆଯାଇଛି ଓ ୭ ଦିନ ପାଇଁ ଦୋକାନ ସିଲ ହୋଇଛି।

powered by social2s