ଜଳିଗଲେ ୮ ଗୋରୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଣାର୍କ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ ଟି ଗୋରୁ ଜୀଅନ୍ତା ଜଳିଯାଇଥିବା ସୂଚନା ମିଳିଛି। ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଜଳେଶ୍ୱରପଡା ପଞ୍ଚାୟତ କରୁଣା ଗାଁରେ। ଗୁହାଳ ଧୂଆଁ ରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ନିଆଁ କୁ ଆୟତ କଲେ ଗ୍ରାମବାସୀ।

powered by social2s