ଜଙ୍ଗଲରୁ ବେଆଇନ ମଦ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳ ମଗଧ ଗାଁ ନିକଟ ଜଙ୍ଗଲରୁ ମଦ ଜବତ କଲା ପୋଲିସ। ବିପୁଳ ଗୁଡ଼ ପୋଚ ସହ ଦେଶୀ ମଦ ନଷ୍ଟ କଲା ପୋଲିସ। ଚଢ଼ାଉ ପୂର୍ବରୁ ମଦ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।

powered by social2s