ଭୁବନେଶ୍ବର: ଭୁବନେଶ୍ବରରେ ଥିବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରୁ ମାରପିଟ୍ ଓ ଧସ୍ତାଧସ୍ତି ପରିସ୍ଥିତି ସ୍ରୁଷ୍ଟି ହୋଇଛି। ସେବାୟତଙ୍କ ପରିବାର ଲୋକଙ୍କ ଦର୍ଶନକୁ ନେଇ ଉତ୍ତେଜନା ସ୍ରୁଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିରରେ ଅସୁସ୍ଥ ହେଲେ ଜଣେ ମହିଳା ଶ୍ରଦ୍ଧାଳୁ। ଦକ୍ଷିଣକାଳୀ ମନ୍ଦିର ନିକଟରେ ଅସୁସ୍ଥ ହେଲେ ମହିଳା। ଅଧିକ ସମୟ ଖରାରେ ଛିଡ଼ା ହେବାରୁ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।
powered by social2s

