ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ। ରାତି ୮:୩୦ ରେ ଉଠିଲା ମହାଦୀପ। ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଲା ପରିବେଶ। ଲିଙ୍ଗରାଜ ଙ୍କ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାତି ୧୦ ଟାରେ ଉଠିବାର ଥିଲା ମହାଦୀପ।

powered by social2s