ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା। ଚଳିତ ବର୍ଷ ଓଡ଼ିଶାରେ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୮ ଯାଏଁ ଚାଲିବ। ଏବର୍ଷ ପ୍ରଥମ କରି ପ୍ରଶ୍ନପତ୍ର ହବ୍ ଜଗିବ ସିସିଟିଭି ସହ ଆରଟିଫିସିଆଲ୍ ଇଣ୍ଟିଲିଜେନ୍ସ କ୍ୟାମେରା। ହବ୍ ରୁ ପ୍ରଶ୍ନପତ୍ର ନେବାଠୁ ଖୋଲିବା ଯାଏଁ ସବୁର ହେବ ଲାଇଭ ଷ୍ଟ୍ରିମିଂ।

powered by social2s