ଆନ୍ତର୍ଜାତୀୟ ରୟାଲ କାଉନସିଲ ମାନବ ଅଧିକାର ଅନୁଷ୍ଠାନ ନାଇଜେରିଆ ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ହାଣ୍ଡିକ୍ୟାପଡ଼ ଏକ୍ସଲେନ୍ସ ଆୱାର୍ଡ ୨୦୨୬ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ରୟାଲ କାଉନସିଲ ମାନବ ଅଧିକାର ଅନୁଷ୍ଠାନ ନାଇଜେରିଆ ପକ୍ଷରୁ ସମାଜରେ ମାନବ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ଡ଼ ନାରାୟଣ ମହାପାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସମାଜରେ ଅବହେଳିତ ବରିଷ୍ଠ ନାଗରିକ ଓ ଅନାଥ ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା, ନିଜେ ରକ୍ତଦାନ କରିବା ସହିତ ରକ୍ତର ଆବଶ୍ୟକତା ଦୃଷ୍ଟି ରୁ ରକ୍ତ ସଂଗ୍ରହ ପାଇଁ ଶିବିର ଆୟୋଜିତ କରିବା ର ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ନିୟମିତ ଭାବେ କରାଯାଇଥାଏ। ଆମକୁ ଏହି ସମ୍ମାନ ପାଇଁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରିଥିବାରୁ ଆମେ ଏହି ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଛନ୍ତି ଡ଼ ନାରାୟଣ ମହାପାତ୍ର।

powered by social2s