ଭୁବନେଶ୍ବର କୋର୍ଟ ସାମ୍ନାରେ ମହିଳାଙ୍କ ମୁଣ୍ଡ ଉପରେ ଚଢ଼ିଗଲା କାର୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର କୋର୍ଟ ସାମ୍ନାରେ ଜଣେ ମହିଳାଙ୍କ ମୁଣ୍ଡ ଉପରେ ଚଢ଼ିଗଲା କାର୍ । ଦୁର୍ଘଟଣା ପରେ କାର ସହ ଡ୍ରାଇଭର୍ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବାଇକ୍ ରେ ଯାଉଥିଲେ ମହିଳା, ତାଙ୍କ ସ୍ଵାମୀ ଓ ଛୋଟପିଲା। ପଛପଟୁ ଦ୍ରୁତଗତିରେ ଆସି ବାଇକ୍ କୁ ଧକ୍କା ଦେଇଥିଲା କାର୍। ଏହା ପରେ ତଳେ ପଡ଼ିଯାଇଥିଲେ ମହିଳା।

powered by social2s