ଖୁବ୍‌ ଶୀଘ୍ର ଆୟତ୍ତ ହେବ ସୁପରମାର୍ଟ ନିଆଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଆୟତ୍ତ ହେବ ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ ନିଆଁ ବୋଲି ସୂଚନା ଦେଇଛନ୍ତି ଡେପୁଟି ଫାୟାର ଅଫିସର ନାରାୟଣ ଦାଶ। କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି କହିଲେ ଦାଶ। ମାତ୍ରାଧିକ ପ୍ଲାଷ୍ଟିକ୍‌ ସାମଗ୍ରୀ ଥିବାରୁ ଆୟତ୍ତ ହେଉନି ନିଆଁ’ ଆଉ ଘଣ୍ଟାଏ ରୁ ଦେଢ଼ ଘଣ୍ଟା ନିଆଁ ଲିଭାଇବା ପାଇଁ ସମୟ ଲାଗିବ। ଅଗ୍ନିନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ ତଦନ୍ତ କରାଯିବ।

powered by social2s