ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ। ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ୧୭ ଖଣ୍ଡ ଅସନ ଓ ଧଉରା କାଠ ପହଁଚିଥିବାର ସୂଚନା ରହିଛି।
powered by social2s