ମହାଦେବ ମନ୍ଦିରରୁ ଚୋରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗୋପ: ପୁରୀ ଜିଲ୍ଲା ନିମାପଡ଼ା ବାବା ବାଲୁଙ୍କେଶ୍ଵର ମହାଦେବ ମନ୍ଦିରରୁ ଚୋରି ହୋଇଛି। ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ମନ୍ଦୀରର ପିତ୍ତଳ ବାସନ ବି ନେଇଯାଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

powered by social2s