କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ କୂଅରେ ପଡ଼ି ହାତୀଛୁଆର ମୃତ୍ୟୁ ହୋଇଛି। ୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ି ଯାଇଥିଲା। ବନବିଭାଗ ଦ୍ବାରା କୂଅରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି।
powered by social2s