ହୋଲି ପାଇଁ କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ହୋଲି ପାଇଁ କଟକରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ପେଟ୍ରୋଲିଂ କଡାକଡି କରାଯିବ। ନଦୀ କୂଳରେ ମଧ୍ୟ ପୋଲିସ ମୁତୟନ ହେବେ। ନଦୀରେ ନଗାଧେଇବା ପାଇଁ କଟକ ଅନୁରୋଧ କରିଛି ପୋଲିସ। ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ନଜର ରଖାଯିବ।

powered by social2s