ଜଗତସିଂହପୁର: ଜଗତସିଂହପୁରରେ ୬୯ ମଣ୍ଡି ନୋଡାଲ ଅଧିକାରୀଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ କରାଯାଇଛି। ଦରମା ବନ୍ଦ କଲେ ଜଗତସିଂହପୁର ଜିଲ୍ଲାପାଳ। ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଅନୁପସ୍ଥିତ ରହୁଥିଲେ ନୋଡାଲ ଅଫିସର୍। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଦର୍ଶାଅ ନୋଟିସ ଜାରି ସହ ୩ ଦିନ ଭିତର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ PEO, RI, VLWଙ୍କୁ ମଣ୍ଡି ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା।
powered by social2s

