ଦୋକାନୀ ବ୍ୟବହାର କରିପାରିବେ କାଠ ଚୁଲା: ମେୟର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବ୍ୟବସାୟୀ ବ୍ୟବହାର କରିପାରିବେ କାଠ ଚୁଲା ଓ କୋଇଲା ବୋଲି ସୂଚନା ଦେଲେ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ। ଗ୍ୟାସ୍ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମକୁ କୋହଳ କଲା ମହାନଗର ନିଗମ। ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ପରିବର୍ତ୍ତନ କରାଯିବ କହିଲେ ମେୟର।

powered by social2s