କଟକ: କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ନ୍ୟାୟିକ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ବାଳ କରିବେ ତଦନ୍ତ। ୬୦ ଦିନ ଭିତରେ ଆସିବ ତଦନ୍ତ ରିପୋର୍ଟ। ଗତକାଲି ସର୍ଟ ସର୍କିଟରୁ ହସ୍ପିଟାଲରେ ଲାଗିଥିଲା ନିଆଁ।
powered by social2s

