ପିପିଲି: ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ ଏକ ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ଅଘଟଣ ଘଟିଥିଲା। ବିସ୍ଫୋରଣରେ ଯୁବକଙ୍କ ହାତ ପାପୁଲି ଛିଡ଼ି ଯାଇଥିବା ସୂଚନା। ଗୁରୁତର ଅବସ୍ଥାରେ ଡେଲାଙ୍ଗରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଯୁବକ ଜଣଙ୍କ ଡେଲାଙ୍ଗ କୁଆପଦା ଅଞ୍ଚଳର ।
powered by social2s

