ପି ଏନ୍ ବି ରେ ଶ୍ରୀମନ୍ଦିରର ୩୯ କୋଟି ଟଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ଜମା ହେଲା ପୁରୀ ଶ୍ରୀମନ୍ଦିରର ୩୯ କୋଟି ଟଙ୍କା। ଶ୍ରୀମନ୍ଦିରର ୩୯ କୋଟି ୨୨ ଲକ୍ଷ ଟଙ୍କା ପି ଏନ୍ ବି ରେ ଜମା ହୋଇଛି। କର୍ପସ ଓ ଟେମ୍ପୁଲ ଫଣ୍ଡ୍‌ର ୩୬ କୋଟି ଓ ପରିକ୍ରମା ପ୍ରକଳ୍ପର ୩ କୋଟି ଜମା କରାଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୭.୪୦ ସୁଧହାରରେ ଅଧିକ ବିଡିଂ ଡାକିଲା। ଅର୍ଥ ସବ୍‌ କମିଟିରେ ବିଡିଂ କରାଯାଇ ୨୦୨୬-୨୭ ବର୍ଷ ପାଇଁ ଜମା ହୋଇଥିବା ସୂଚନା।

powered by social2s