ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା କଳିଙ୍ଗନଗରରେ ଥିବା ଏକ ବେଆଇନ୍ ଗ୍ୟାସ୍ ଡିପୋରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଉଡ଼ିଲା ଛାତ ଓ ଜଳିଗଲା ୪ ବାଇକ୍; ଗ୍ୟାସ୍ ରିଫିଲିଂ ବେଳେ ଅଗ୍ନି ସଂଯୋଗରୁ ବିସ୍ଫୋରଣ ଘଟିଛି।
powered by social2s

