ପିପିଲି: ପୁରୀ ଜିଲ୍ଲା ପିପିଲି ନୂଆ ଶାସନପାଟଣା ସାହିର ୧୦୦ ବର୍ଷ ପୁରୁଣା ରାଧାମୋହନ ମନ୍ଦିରରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଦାନ ବାକ୍ସ ଓ ଟ୍ରଙ୍କ ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ରାଧା କୃଷ୍ଣଙ୍କ ମୂର୍ତ୍ତି ବାହାରେ ଫୋପାଡ଼ି ପଳାଇଥିବା ଅଭିଯୋଗ ହୋଇଛି।
powered by social2s