ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ। ଧ୍ବଜା ପରିବର୍ତ୍ତନ ବେଳେ ଉଡ଼ୁଥିଲା ୨ଟି ଡ୍ରୋନ। ଶ୍ରୀମନ୍ଦିର ଚାରିପାଖ ଓ ଦୋଳମଣ୍ଡପ ସାହିକୁ ଯାଇଥିଲା ଡ୍ରୋନ। ପଶ୍ଚିମବଙ୍ଗର ୨ଜଣଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ।

powered by social2s