ଭୁବନେଶ୍ୱର : ଆଜି ଓଡ଼ିଶାର ୧୨ ଟି ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ । ଟୀକା ଅଭାବ ଯୋଗୁ ଟୀକାକରଣ ବନ୍ଦ କରାଯାଇଥିବାର ସୂଚନା ମିଳିଛି। ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ବାଲେଶ୍ବର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ପୁରୀ, କୋରାପୁଟ ଓ ମୟୁରଭଞ୍ଜ।
ଗତକାଲି ଅପରାହ୍ନରେ ରାଜ୍ୟରେ ପହଂଚିଛି ୯୦ ହଜାର ଡୋଜ କୋଭିସିଲଡ଼ ଟୀକା।
powered by social2s


