କୋଭିଡ଼ ମୁକାବିଲା ପାଇଁ ଓଡ଼ିଶା ଡ଼ିଜିପିଙ୍କ ୩ ମନ୍ତ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ଡିଜିପି ଅଭୟ ଦେଲେ ୩ ମନ୍ତ୍ର । ଡ଼ିଜିପି କହିଛନ୍ତି ଯେ ସବୁବେଳେ ମାସ୍କ ପିନ୍ଧନ୍ତୁ ୬ ଫୁଟ ଦୂରତା ରକ୍ଷା କରନ୍ତୁ ,ରାଜ୍ୟ ସରକାର ଙ୍କ ର ନାଇଟ କର୍ଫୁ ଓ ସଟଡାଉନ ନିୟମ ମାନନ୍ତୁ। ଏପ୍ରିଲ  ମାସରେ ଦେଢ଼ ଲକ୍ଷ ଲୋକ ଫାଇନ ଗଣିଛନ୍ତି। କେବଳ ମାସ୍କ ବାବଦରେ ୫ କୋଟି ୨୪ ଲକ୍ଷରୁ ଅଧିକ ଫାଇନ ଆଦାୟ କରାଯାଇଛି । ସେହିପରି କୋଭିଡ ନିୟମ ଭାଙ୍ଗିଥିବାରୁ ୪୧୮ ଜଣ ଗିରଫ ହୋଇଛନ୍ତି ଓ ୧୮ ହଜାର ରୁ ଅଧିକ ଗାଡି ଜବତ ହୋଇଛି। କୋଭିଡ଼ ନିୟମ ଭାଙ୍ଗିଥିବା ଲୋକଙ୍କୁ ଗିରଫ କରିବା ଓ ଫାଇନ କାଟିବା ଆମକୁ ଦୁଃଖ ଦେଉଛି ତେଣୁ କୋଭିଡ ନିୟମ ମାନିବା ପାଇଁ ସେ ଜନସାଧାଣକୁ ନିବେଦନ କରାଯାଇଛି।

 

powered by social2s