ଯାଜପୁର: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାରୁ ଚମ୍ପଟ ଅଭିଯୁକ୍ତକୁ ଧରିଲା ପୋଲିସ। ଧର୍ମଶାଳା ଥାନା ଅଞ୍ଚଳର ଏକ କାଜୁ ବଗିଚାରେ ଧରାପଡ଼ିଲା ଅଭିଯୁକ୍ତ। ଥାନାରୁ ଚମ୍ପଟ ସହ ବାଇକ୍ ଚୋରି କରି ଫେରାର ହୋଇଥିଲା ଅଭିଯୁକ୍ତ। ଚୋରି ମାମଲାରେ ୧୦ ମାସ ପରେ ଧରାପଡ଼ିବା ପରେ ଚମ୍ପଟ ମାରିଥିଲା। ଘଟଣାକୁ ନେଇ ଜଣେ ଏଏସ୍ଆଇ ଓ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଥିଲେ ଏସ୍ପି।
powered by social2s

