ରାଉରକେଲା: ଆତ୍ମସମର୍ପଣ କଲା ମହିଳା ମାଓବାଦୀ ମୋଙ୍ଗଡ଼ି ହୁନାଙ୍ଗା। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କଲା ହୁନାଙ୍ଗା। ଦକ୍ଷିଣ ଛୋଟନାଗରା ଗୁରିଲା ସ୍କ୍ୱାଡ୍ରେ ଥିଲା ମୋଙ୍ଗଡ଼ି ହୁନାଙ୍ଗା। ବାଙ୍କୋ ଖଣିଲୁଟ୍, ଆଇଡି ବିସ୍ଫୋରଣରେ ସାମିଲ ଥିଲା ହୁନାଙ୍ଗା।
powered by social2s

