ଆଜିଠୁ ସବୁ ତେଲ ଟାଙ୍କିରେ ଇଥାନଲ ମିଶା ପେଟ୍ରୋଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜିଠୁ ଭାରତର ସବୁ ତେଲ ଟାଙ୍କିରେ ମିଳିବ ଇଥାନଲ ମିଶା ପେଟ୍ରୋଲ। ଇଥାନଲ ମିଶା ପେଟ୍ରୋଲକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ତୈଳ ସଙ୍କଟ ଟାଳିବାକୁ ଏହି ପଦକ୍ଷେପ ନିଆଯାଇଛି। ଗାଡ଼ିରେ ଯେଉଁ ତେଲ ପଡ଼ିବ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ ରହିବ। ତେବେ ଏପ୍ରିଲ ୨ ତାରିଖରୁ କଡ଼ାକଡ଼ି ହେବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର।

powered by social2s