ଜୟପୁର: କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବନ୍ଦ ନିଷ୍ପତି ନିଆଯାଇଛି। ଆଜି ସନ୍ଧ୍ୟା ୬ ତା ରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ। ଧାର୍ମିକ ଅନୁଷ୍ଠାନ ମାନଙ୍କରେ କେବଳ ରୀତିନୀତି ପାଇଁ ମିଳିବ ଅନୁମତି। ଆସନ୍ତାକାଲିଠୁ ଭୁବନେଶ୍ୱର ନନ୍ଦନକାନନ ଓ ଵଟନିକାଲ ପାର୍କ ବନ୍ଦ। ଏପ୍ରିଲ ୧୫ ଯାଏଁ ବନ୍ଦ ପାଇଁ ନିଆଯାଇଛି ନିଷ୍ପତ୍ତି।
powered by social2s

