ଭୁବନେଶ୍ବର: ପାଞ୍ଚ କେଜି ଗ୍ୟାସ୍ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ବିଭାଗ ସ୍ପଷ୍ଟୀକରଣ ରଖିଛି। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ ଗ୍ୟାସ୍। ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇବାକୁ ହେବ। ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ। କଳାବଜାରୀ ଏବଂ ଗଚ୍ଛିତ ରଖିବା ଉପରେ କାର୍ଯ୍ୟାନୁଷ୍ଠାନ ଲାଗୁ ହେବ।
powered by social2s

