ମହେନ୍ଦ୍ରଗିରିରୁ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗଜପତି: ଗଜପତି ଜିଲ୍ଲା ମହେନ୍ଦ୍ରଗିରିରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ନିଆଳି ଅଞ୍ଚଳର ବିନୋଦ ଚନ୍ଦ୍ର ଜେନା। ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ୩ ଜଣ ସାଙ୍ଗ ମହେନ୍ଦ୍ରଗିରି ବୁଲିବା ପାଇଁ ଆସିଥିଲେ। ବୁଲିବା ବେଳେ କାଳବୈଶାଖୀ ଯୋଗୁଁ ନିଖୋଜ ହୋଇଥିଲେ।

powered by social2s